mo kabita - ମୋ କବିତା

Monday, January 10, 2011

ସଦ୍ୟତମ

ନୂଆ କବିତା  ତା ୧୦-୧ - ୨୦୧୧ - ତୁମ ସୃଷ୍ଟି  (ପୃଷ୍ଠାର ଅନ୍ତିମ ଭାଗ)   
Posted by abhirambharat at 3:18 AM No comments:
Newer Posts Older Posts Home
Subscribe to: Posts (Atom)

ଓଡିଆ ରାଜା

ଓଡିଆ ରାଜା
ଉତ୍କଳେ ନେତାର ନାହିଁ ପ୍ରୟୋଯନ , ଉତ୍କଳର ନେତା ନିଜେ ନାରାୟଣ

Pages

  • Home
  • ପ୍ରତିବିମ୍ବ
  • ନୈବେଦ୍ୟ
  • ଦାଦା
  • Fb posts 2020
  • Fb posts 2019

କବିତା

ମାନସ ପଟର ବିନ୍ଦୁ ବିସର୍ଗ ଗତି ଉଠାଚଢା ଖେଳ ,
କବିତା ବଖାଣେ ପ୍ରତି ଆତ୍ମାର ସୁଖ ଦୁଃଖ ବ୍ୟବହାର,
ଶବ୍ଦ ଟି କହେ ପ୍ରବନ୍ଧର ବାଣୀ,
ଅକ୍ଷର କହେ ପ୍ରତିମାର ଠାଣୀ,
ନୁହଁ ନିମେଷ ବା ପଲକ ର କଥା,
ଦିନ ଅବା ମାସ ବରଷର ଗାଥା,
କବିତା ଟି କୁହେ ପ୍ରତି ମାନସର,
ଶତ ସହସ୍ର କାହାଣୀ ||
କାଳ ଗର୍ଭରୁ ଟାଣି ନେଇ ଅସେ
ଯୁଗ ଯୁଗାନ୍ତର ଅସୀମ ସରିତା,
କାଳିଦାସ ଅବା ଜଗନ୍ନାଥ ଦାସ,
ସବୁ ଅତ୍ମାର ସଂଚାରିତ ବ୍ୟଥା,
ସମବେଦନାର ବାଣୀ ||

କବିତା କହେ,
ଅକ୍ଷର ର ହାଟ ମୁଁ ନୁହେଁ,
ନୁହେଁ ମୁହିଁ ଶବ୍ଦର ଲୁଚକାଳି,
ସମ୍ଭାର ମୁଁ ହୃଦୟର ଭିନ୍ନଚାରୁକୃତି,
ଆଣିପାରେ ସୁନାମୀ ବା ସଂସଦରେ ବିବାଦର ଚୀର ପୂର୍ଣାହୁତି ||
ମାନସର ଗୋଲାପ ମୁଁ ଦେଇ ପାରେ ପଥରରେ କାର୍ପାସର ସ୍ପର୍ଷ ଅବା ଶୁନ୍ୟରେ ତୋଳି ପାରେ ଶ୍ରୀକୃଷ୍ଣମୁରତି ||

About Me

abhirambharat
View my complete profile

Blog Archive

  • ►  2020 (1)
    • ►  May (1)
  • ▼  2011 (1)
    • ▼  January (1)
      • ସଦ୍ୟତମ
  • ►  2010 (5)
    • ►  December (1)
    • ►  April (2)
    • ►  January (2)

ଅତିଥି

MySpace Web Counter
Performing Arts

My Blog List

  • abhirambharat
    - More i involve more d pleasure, d ways of life, d life ways, beauty of lands, d beautiful lands d people d nature d culture d rising sun d smiling moon d cr...
    13 years ago

advertisement

twitts

Followers

Awesome Inc. theme. Theme images by molotovcoketail. Powered by Blogger.